ଅପରାଧ

ଫିଲ୍ମ ଷ୍ଟାଇଲରେ ଅପହରଣ

Published

on

ମନମୁଣ୍ଡା ୨୬/୧୨ : କେତେକ ଯୁବକ ନିଜ ମାମୁ-ମାଇଁଙ୍କୁ ମାଡ଼ମାରି ତାଙ୍କ ନାବାଳକ ପୁଅକୁ ଫିଲ୍ମ ଷ୍ଟାଇଲରେ ଅପହରଣ କରିନେଇଛନ୍ତି । ଏହି ଦମ୍ପତି ଘଣ୍ଟପଡ଼ା ଚାରଭଟ୍ଟାରୁ ମନମୁଣ୍ଡା ଯାଉଥିବାବେଳେ ବାଟରେ ତାଙ୍କ ଭଣଜା ସମେତ ୪ଜଣ ଯୁବକ କାରକୁ ଅଟକାଇ ତାଙ୍କ ପୁଅକୁ ଜବରଦସ୍ତ ନେଇ ପଳାଇଥିଲେ । ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version