ରାଜ୍ୟ

ଫୋନି : ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

Published

on

ଫୋନିରେ ମୃତ୍ୟୁ ସଂଖା ୪୧ ଛୁଇଁଲା । ସାମୁଦ୍ରିକ ଝଡ଼ ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ପୁରୀ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଥିବାବେଳେ କେନ୍ଦ୍ରାପଡ଼ାରେ କମ୍ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version