ରାଜନୀତି

ଫ୍ଲାଇଂ ସ୍କ୍ୱାର୍ଡ଼ ଯାଂଚ : ବ୍ୟବସାୟୀଙ୍କ ଗାଡ଼ିରୁ ୪୨ ଲକ୍ଷ ଜବତ

Published

on

ପୁରୀ ୧୫/୪ : ଓଡ଼ିଶାରେ ଅନ୍ୟ ତିନୋଟି ପର‌୍ୟ୍ୟାୟ ନିର୍ବାଚନ ବାକି ରହିଛି । ତେଣୁ ନିର୍ବାଚନ ଆଚରଣ ସଂହିତା ଉଲଙ୍ଘନ ଯେପରି ନ ହୁଏ ତେଣୁ ଫ୍ଲାଇଂ ସ୍କ୍ୱାର୍ଡ଼ ଦ୍ୱାରା ବିଭିନ୍ନ ସ୍ଥାନରେ ଯାଂଚ କରାଯାଉଛି । ଆଜି ପୁରୀ ଜିଲ୍ଲା କୋଣାର୍କ-ନିମାପଡ଼ା ରାସ୍ତା ଦିଘାଳ ନକଟରେ ଜଣେ ବ୍ୟବସାୟୀଙ୍କ ଗାଡ଼ିରୁ ୪୨ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ଜବତ ପରେ ଏତେ ଟଙ୍କା କେଉଁଆଡ଼େ ଯାଉଥିଲା ସେନେଇ ପୋଲିସ ଖୋଳତାଡ଼ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version