ରାଜ୍ୟ

ଫ୍ୟୁଜ୍ ପକାଇବା ବେଳେ ଜିଅନ୍ତା ଜଳିଗଲେ

Published

on

ଝାରସୁଗୁଡ଼ା ୩/୧୨ : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଗ୍ରାମରେ ସୋମବାର ସକାଳେ ଜଣେ ବିଦ୍ୟୁତ୍ କର୍ମଚାରୀ ଟ୍ରାନ୍ସଫର୍ମର ସଜାଡ଼ୁଥିବାବେଳେ ଜିଅନ୍ତା ଜଳି ଯାଇଛନ୍ତି । ସେ ଫ୍ୟୁଜ୍ ପକାଉଥିବାବେଳେ ଲାଇନ୍ ଚାର୍ଜ କରାଯାଇଥିଲା । ଏହି କର୍ମଚାରୀଙ୍କ ଘର ଛତିଶଗଡ଼ ସିରିଆ ଅଂଚଳରେ ଓ ତାଙ୍କ ନାମ କାହ୍ନୁ ଚରଣ ସାହୁ । ସେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version