ରାଜ୍ୟ

ବଉଳା କୁମ୍ଭୀରର ମୃତ୍ୟୁ

Published

on

କେନ୍ଦ୍ରାପଡ଼ା ୩୦/୧୨ : ଭିତରକନିକା ଅଭୟାରଣ୍ୟରେ ଏକ ବଉଳା କୁମ୍ଭୀରର ମୃତ୍ୟୁ ଘଟିଛି । ପାଟଶାଳା ନଦୀରେ ରବିବାର ସକାଳେ କୁମ୍ଭୀରର ମୃତ ଦେହ ଭାସୁଥିବାର ଦେଖାଯାଇଥିଲା । କର୍ତ୍ତୃପକ୍ଷ ମୃତ ଦେହକୁ ଉଦ୍ଧାର କରିଥିଲେ ମଧ୍ୟ ମୃତ୍ୟୁର କାରଣ ହଠାତ୍ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version