ନୂଆଦିଲ୍ଲୀ ୨୫/୧୨ : କିଛିଦିନ ମଧ୍ୟରେ ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ । ବିମୁଦ୍ରୀକରଣ ପରେ ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ସପ୍ତମ ଥର ପାଇଁ ନୂଆ ନୋଟ ବଜାରକୁ ଛଡ଼ାଯିବ । ଏହାର ଡିଜାଇନ ଚୂଡାନ୍ତ ହୋଇନଥିଲେ ମଧ୍ୟ ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫା କିମ୍ବା ଅନ୍ୟ କୋ÷ଣସି ଐତିହାସିକ ସୋ÷ଧର ଫଟୋ ନୂଆ ୨୦ ଟଙ୍କିଆରେ ସ୍ଥାନ ପାଇବାର ସମ୍ଭାବନା ରହିଛି ।