ରାଜ୍ୟ

ବନକନକ ନୀତି ଯୋଗୁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

Published

on

ପୁରୀ ୯/୧ : ଶ୍ରୀମନ୍ଦିରରେ ବୁଧବାର ଶ୍ରୀଜୀଉଙ୍କ ବନକନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦତ୍ତମହାପାତ୍ର ସେବକମାନେ ସନ୍ଧ୍ୟାରେ ଏହି ଗୁପ୍ତ ସେବା କରିଥିଲେ । ଏହି ନୀତି ସମ୍ପାଦନ ଲାଗି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ୪/୫ ଘଣ୍ଟା ବନ୍ଦ ରହିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version