ଅପରାଧ

ବନ୍ଧୁକ କାରଖାନା ଠାବ : ଜଣେ ଗିରଫ

Published

on

ନୟାଗଡ଼ ୨/୨ : ନୟାଗଡ଼ ଗୋପୀନାଥପୁର ଅଂଚଳରେ ପୋଲିସ ଏକ ଚୋରା ବନ୍ଧୁକ କାରଖାନା ଜବତ କରିଛି । ସେଠାରୁ ୫ଟି ବନ୍ଧୁକ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version