ରାଉରକେଲା ୨/୧୨ : ରାଜଗାଙ୍ଗପୁର ନିକଟରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ବନ୍ଧୁକରେ ପିଟି ଝାଡ଼ଖଣ୍ଡ କୋଡେରାମା ଅଂଚଳର ବାସିନ୍ଦା । ସେ ଟ୍ରକ ନେଇ ଝାରସୁଗୁଡ଼ାରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ବିଜୁ ଏକ୍ସପ୍ରେସ୍ ୱେ ଟୋଲ୍ଗେଟ୍ ନିକଟରେ ତାଙ୍କୁ ବନ୍ଧୁକରେ ପିଟି ୫୦ ହଜାର ଟଙ୍କା ସହ ତାଙ୍କ ମୋବାଇଲ୍ ଲୁଟି ନେଇଥିଲେ । ମହେଶଙ୍କୁ ରାଉରକେଲାର ଏକ ସରକାରୀ ହସ୍ପିଟାଲରେ ଭିର୍ତି କରାଯାଇଛି ।