ରାଜ୍ୟ

ବସ୍ ଓଲଟି ୧୫ ଆହତ

Published

on

ଢ଼େଙ୍କାନାଳ ୧୦/୧୨ : ପର୍ଜଙ୍ଗ ନିକଟସ୍ଥ ଖଇରାମୁଣ୍ଡାଠାରେ ଏକ ବସ୍ ଓଲଟି ପଡ଼ିବା ଫଳରେ ୧୫ ଜଣ ଆହତ ହୋଇଛନ୍ତି । ବସଟି ବାଲେଶ୍ୱରରୁ ଢ଼େଙ୍କାନାଳ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ତାଳଚେର ମଣ୍ଡପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version