ରାଜ୍ୟ

ବସ ଓଲଟି ୨ ଜଣଙ୍କ ମୃତ୍ୟୁ

Published

on

କେସିଙ୍ଗା ୨୮/୧ : କେସିଙ୍ଗା ଥାନା ଛକରେ ଏକ ବସ ଓଲଟିପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ କେତେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ବସଟି ଭୁବନେଶ୍ୱରରୁ ଜୟପୁର ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version