ରାଜ୍ୟ

ବସ-ଟ୍ରକ୍ ଧକ୍କା : ୪ ମୃତ, ୩ ଆହତ

Published

on

ଅନୁଗୁଳ ୯/୧୨ : ଅନୁଗୁଳୁ ଜିଲ୍ଲା ଜରପଡ଼ା ଛକ ନିକଟରେ ଏକ ମର୍ମତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଅନୁଗୁଳୁ ଅଞ୍ଚଳର କିଛି ଲୋକ ଏକ ମିନିବସ୍ରେ ହରିଶଙ୍କରରୁ ଫେରୁଥିବାବେଳେ କତଡ଼ା ଠାରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଥିଲା । ଘଟଣାସ୍ଥଳରେ ୩ ଜଣ ପ୍ରାଣ ହରାଇଥିବାବେଳେ ଡାକ୍ତରଖାନା ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ଅନ୍ୟ ୍୩ ଜଣ ଆତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version