ରାଜ୍ୟ

ବାଘ ଖୋଜିବାକୁ ଚନ୍ଦକାରେ ଲାଗିଲା କ୍ୟାମେରା

Published

on

ଖୋର୍ଦ୍ଧା ୨୦/୨ : ରାଜଧାନୀର ପଳାଶପଲ୍ଲୀ ଅଂଚଳରେ କଲରାପତରିଆ ବାଘ ଦେଖାଦେବା ପରେ ବନ ବିଭାଗ ତତ୍ପରତା ପ୍ରକାଶ କରିଛି । ଚନ୍ଦକା ଜଙ୍ଗଲରେ ବାଘଙ୍କ ଉପସ୍ଥିତି ଅଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରୁଛି । କ୍ୟାମେରା ମଧ୍ୟମରେ ବାଘ ଥିବା ନେଇ ପ୍ରୟାସ ଆରମ୍ଭ କରିଛି । ଚନ୍ଦକା ଜଙ୍ଗଲରେ ବାଘ ଅଛି ନା ନାହଁ ଜାଣିବା ପାଇଁ ପ୍ରାରମ୍ଭିକ ପର‌୍ୟ୍ୟାୟରେ ଜଙ୍ଗଲରେ ୧୦ଟି କ୍ୟାମେରା ଲଗାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୦ଟି କ୍ୟାମେରା ଖଞ୍ଜିବାକୁ ବନବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version