ରାଜ୍ୟ

ବାଲେଶ୍ଵର, ଭଦ୍ରକ, ଯାଜପୁର ଜିଲ୍ଲା ଆଜି ରାତିରୁ 60 ଘଣ୍ଟା ସଟଡାଉନ: ମୁଖ୍ୟ ଶାସନ ସଚିବ

Published

on

ଭୁବନେଶ୍ୱର: କରୋନା ମହାମାରୀର ନୂତନ ହଟସ୍ପଟ ସାଜିଥିବା ଓଡ଼ିଶାର ବାଲେଶ୍ଵର, ଭଦ୍ରକ ଓ ଜୟପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି ।
ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ଭିଡ଼ିଓ ବାର୍ତାରେ ଏହି ଘୋଷଣା କରି କହିଛନ୍ତି ଯେ ଗୁରୁବାର ରାତ୍ରି 10 ଟାରୁ ଆରଂମ୍ଭ ହୋଇ ଆସନ୍ତା 26 ତାରିଖ ଦିନ 10ଟା ପର୍ୟ୍ଯନ୍ତ ଏହି ସଟଡାଉନ ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *

Trending

Exit mobile version