ରାଜ୍ୟ

ବାୟୁସେନାକୁ ସାଲ୍ୟୁଟ୍‌ କଲେ ନବୀନ

Published

on

ଭୁବନେଶ୍ୱର,୨୬/୦୨:ପିଓକେ ଆତଙ୍କବାଦୀ ଆଡ୍ଡା ଉପରେ ବାୟୁସେନାର ଆକ୍ରମଣକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାୟୁ ସେନାର ଏପରି ସାହସିକତା ପାଇଁ ଧନ୍ୟବାଦ ଜଣାଇବା ସହ ବାୟୁସେନାରେ ପାଇଲଟଙ୍କୁ ସାଲ୍ୟୁଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି ‘ଆମ ରାଷ୍ଟ୍ରର ପ୍ରତିରକ୍ଷା ଲାଗି ଆଜି ଭୋରରୁ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍‌।

Leave a Reply

Your email address will not be published. Required fields are marked *

Trending

Exit mobile version