ଭୁବନେଶ୍ୱର ୬/୧୨ : ମୋହନାର ପୂର୍ବତନ ବିଧାୟକ ଗୁରୁବାର ବିଜେଡ଼ିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ କଂଗ୍ରେସ ଟିକେଟରେ ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ସେ ଆଜି ନିଜ ସମର୍ଥକଙ୍କ ସହ ଭୁବନେଶ୍ୱରରେ ପହଞ୍ôଚବା ପରେ ନବୀନ ନିବାସକୁ ଯାଇ ଆନୁଷ୍ଠାନିକ ଭାବେ ବିଜେଡ଼ିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ