ରାଜ୍ୟ

ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ

Published

on

ଦେବଗଡ଼ ୧୩/୧୨ : ଗତ ବୁଧବାର ଆଠଗଡ଼ ବନଖଣ୍ଡ ଅଂଚଳରେ ଏକ ହାତୀର ମୃତ୍ୟୁ ଘଟିଥିବା ବେଳେ ଆଜି ମଧ୍ୟ ଦେବଗଡ଼ ଅଂଚଳରୁ ଆଉ ଏକ ହାତୀର ମୃତଦେହ ଠାବ କରାଯାଇଛି । ଦେବଗଡ଼ ରେଂଜର ସାଲୋହି ଜଙ୍ଗଲରେ ହାତୀଟି ମରି ପଡ଼ିଥିବା ଦେଖି ଲୋକମାନେ ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ବନ କର୍ମଚାରୀମାନେ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି । ହାତୀଟି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version