ରାଜ୍ୟ

ବିଦ୍ୟୁତ ବିଭ୍ରାଟ : ଅଟକି ରହିଲା ପୁରୀ-ବଡବିଲ ଏକ୍ସପ୍ରେସ

Published

on

ହରିଚନ୍ଦନପୁର ୧୨/୧ : ବିଦ୍ୟୁତ ସରବରାହରେ ବିଭ୍ରାଟ ଯୋଗୁ ପୁରୀ ବଡବିଲ ଏକ୍ସପ୍ରେସ ଏକାଧିକ ଘଣ୍ଟା ଧରି ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । ଟ୍ରେନଟି ବାଙ୍ଗିରିଆଳ ଓ ଶଗଡ଼ପଟା ଷ୍ଟେସନ ମଧ୍ୟରେ ଥିବାବେଳେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ତେଣୁ ଟ୍ରେନଟି ଆଗକୁ ଯାଇପାରିନଥିଲା । ବିଦ୍ୟୁତ ଲାଇନ ମରାମତି ପରେ ଟ୍ରେନଟି ଗନ୍ତବ୍ୟ ପଥରେ ଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version