ରାଜ୍ୟ

ବିଧାୟକଙ୍କ ଗାଡ଼ି ଧକ୍କାରେ ଜଣେ ଗୁରୁତର

Published

on

ଭୁବନେଶ୍ୱର ୬/୧ : ଉମରକୋଟ ବିଧାୟକ ସୁବାଷ ଗଣ୍ଡଙ୍କ ସ୍କର୍ପିଓ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇପଡ଼ିଛନ୍ତି । ତାଙ୍କୁ ଉମରକୋଟ ହସ୍ପିଟାଲରେ ଭତ୍ତି କରାଯାଇଛି । ରାଇଘରର ଲାଲପାରାଠାରେ ତାଙ୍କ ଗାଡ଼ି ଏକ ବାଇକୁ ଧକ୍କା ଦେଇଥିଲା । ତେବେ ସେତେବେଳେ ବିଧାୟକ ଗାଡ଼ିରେ ନଥିଲେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

Trending

Exit mobile version