ଅପରାଧ

ବିଧାୟକଙ୍କ ପିଏସଓ ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା

Published

on

ରାଉରକେଲା: ବଣାଇ ବିଧାୟକ ଲକ୍ଷଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁ ସାହୁ ନିଜ ସର୍ଭିସ ରିଭୋଳଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ବଣାଇ ପୋଲିସ ଆଇ ଆଇ ସୀଙ୍କ ସୂତ୍ରରୁ ପ୍ରକାଶ ।
ଆଜି ସକାଳେ କୁଡ୍ର। ବାସଭବନରେ ଏହି ଘଟଣା ଘଟିଥିବା ପ୍ରକାଶ। ତେବେ ଆତ୍ମାହତ୍ୟାର କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *

Trending

Exit mobile version