ରାଜନୀତି

ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

Published

on

ଭୁବନେଶ୍ୱର ୨୮/୧ : ଝାରସୁଗୁଡ଼ା ବିଧାୟକ ନବ ଦାସ ସୋମବାର ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ନବ ଦାସ କଂଗ୍ରେସ ଛାଡ଼ି ଗତ ୨୪ ତାରିଖରେ ବିଜେଡ଼ିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version