ଅପରାଧ

ବିମାନ ବନ୍ଦରରୁ ପୁଣି ସୁନା ଜବତ

Published

on

ଭୁବନେଶ୍ୱର ୨୨/୨ : ବିମାନ ବନ୍ଦରରୁ ପୁଣି ୨୮୩ ଗ୍ରାମ ସୁନା ଜବତ କରିଛି ଭୁବନେଶ୍ୱର ପୋଲିସ । ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କ ବୋତାମରେ ସୁନା ସ୍ମଗଲିଂ ହେଉଥିଲା । ଏହି ସମୟରେ ପୋଲିସ ଖବର ପାଇ ଭୁବନେଶ୍ୱର ବିମାନ ବନ୍ଦରରୁ ୨୮୩ ଗ୍ରାମ ସୁନା ଜବତ କରିଛି । ଏହି ସ୍ମଗଲିଂ ହେଉଥିବା ସୁନାର ଆନୁମାନିକ ମୂଲ୍ୟ ୧୦ଳକ୍ଷ ଟଙ୍କା ହେବ । ଚାଲାଣକାରୀ ପୋଷାକ ବୋତାମରେ ସୁନା ଆଣୁଥିବା ବେଳେ ପୋଲିସ ଧରିଛି । ଏହାସହ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version