ଅପରାଧ

ବିଲଡରଙ୍କ ଉପରକୁ ଗୁଳି ମାଡ଼, ସୁରକ୍ଷାକର୍ମୀ ଆହତ

Published

on

ରାଉରକେଲା ୧୧/୧୨ : ରାଉରକେଲାର ଜଣାଶୁଣା ବିଲଡର ଅନମୋଲ୍ ସିଂଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ଼ ହୋଇଥିଲେ ହେଁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ବେଲଡିହି ନିକଟରେ ତାଙ୍କ ଗାଡ଼ି ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ । ସୋ÷ଭାଗ୍ୟବଶତଃ ଗୁଳି ତାଙ୍କ ଦେହରେ ବାଜି ନଥିଲା । କିନ୍ତୁ ଗୁଳି ମାଡ଼ରେ ତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ବ୍ରାହ୍ମଣୀତରଙ୍ଗ ପୋଲିସ ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ପୂର୍ବରୁ ମଧ୍ୟ ଅନମୋଲ୍ଙ୍କ ଉପରେ ଆକ୍ରମଣ ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version