ଖେଳ

ବିଶ୍ୱକପ୍ ପାଇଁ ଛୁଟି ଘୋଷଣା

Published

on

ଭୁବନେଶ୍ୱର ୨୬/୧୧ : ବିଶ୍ୱକପ୍ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ୨୭ ତାରିଖରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଭୁବନେଶ୍ୱରର ସମସ୍ତ ସ୍କୁଲ ବନ୍ଦ ରହିବ । ଅନ୍ୟାନ୍ୟ ଅଂଚଳରେ ୨୭ ତାରିଖରେ ସ୍କୁଲଗୁଡ଼ିକ ଅପରାହ୍ନ ୧.୩୦ରୁ ବନ୍ଦ ରହିବ । ତେବେ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଏହିଦିନ ଅପରାହ୍ନ ୧.୩୦ରୁ ଛୁଟି କରାଯିବ ।
କଟକରେ ୨୮ ତାରିଖ ଦିନ ଉଭୟ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ୧.୩୦ରୁ ଛୁଟି କରିଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version