ଅପରାଧ

ବେକରେ କଟୁରୀ ଲଗାଇ ଲୁଟ ଉଦ୍ୟମ

Published

on

ଭୁବନେଶ୍ୱର ୧୫/୩ : ଭୁବନେଶ୍ୱର ଚନ୍ଦ୍ରଶେଖର ଥାନା ଶୈଳେଶ୍ରୀବିହାର ଫେଜ-୭ରେ ଆତଙ୍କ । ସେହି ଅଂଚଳର ଗୋଟିଏ ଦମ୍ପତି ମର୍ଣ୍ଣଂ ୱାକ କରୁଥିଲେ । ସେହି ସମୟରେ ଦୁଇଟି ବାଇକରେ ୫ଜଣ ଦୁର୍ବୁତ୍ତ ଆସିଥିଲେ । ମହିଳାଙ୍କ ବେକରେ କଟୁରୀ ଲଗାଇ ଲୁଟ ଉଦ୍ୟମ କରିଥିଲେ ଲୁଟେରା । ମହିଳାଙ୍କ ସ୍ୱାମୀ ଲୁଟରାମାନଙ୍କୁ ବିରୋଧ କରିବାରୁ ତାଙ୍କୁ କଟୁରୀରେ ହାଣି ଦେଇଥିବା ସୂଚନା ମିଳିଛି । ଏହି ଘଟଣାର ଶିକାର ହୋଇଥିବା ଦମ୍ପତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ େସେମାନଙ୍କ ପାଖକୁ ଆସିବାରୁ ଲୁଟେରା ପଥର ଫୋପାଡ଼ିଥିଲେ । ପଥର ମାରି ଘର କାଚ ଭାଙ୍ଗିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ଫେରାର ହୋଇଗଲେ ଲୁଟେରା ।

Leave a Reply

Your email address will not be published. Required fields are marked *

Trending

Exit mobile version