ରାଜ୍ୟ

ବେଲଟିକିରି ସେଲ୍ଟର ହୋମ ମାମଲାର ତଦନ୍ତ କରିବ ଇଡି

Published

on

ଭୁବନେଶ୍ୱର ୧୫/୧୨ : ଢ଼େଙ୍କାନାଳ ଜିଲ୍ଲା ବେଲଟିକିରି ସେଲ୍ଟର ହୋମରେ ଯୋ÷ନ ନିର୍ଯାତନା ଅଭିଯୋଗର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଗୁଡ୍ ନ୍ୟୁଜ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ସେବାଶ୍ରମର ପରିଚାଳନା ପଦ୍ଧତି, ଛାତ୍ରଛାତ୍ରୀଙ୍କ ଅବସ୍ଥା, ଅନୁଷ୍ଠାନକୁ ଆସୁଥିବା ପାଣ୍ଠି ସହ ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କରେ ଇଡି ପକ୍ଷରୁ ତଦନ୍ତ କରାଯିବ । ସେଲ୍ଟର ହୋମ ବିରୁଦ୍ଧରେ ହୋଇଥିବା ଏତଲା ଓ ଚାର୍ଜସିଟର ନକଲ ପଠାଇବା ପାଇଁ ଇଡି ପକ୍ଷରୁ ଢ଼େଙ୍କାନାଳ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version