ରାଜ୍ୟ

ବୋ÷ଦ୍ଧ ସବଜେଲରେ କଏଦୀର ମୃତ୍ୟୁ

Published

on

ବୋ÷ଦ୍ଧ ୨୦/୧୨ : ବୋ÷ଦ୍ଧ ସବଜେଲ୍ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀର ମୃତ୍ୟୁ ଘଟିଛି । ସେ କିଛିଦିନ ହେଲା ଅସୁସ୍ଥ ହେବାପରେ ତାକୁ ବୋ÷ଦ୍ଧ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିକିତ୍ସାଧୀନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ଘଟିଛି । ଏକ ଡବଲ ମର୍ଡର ଘଟଣାରେ କାମ୍ପାଲ ଖମାରୀ ନାମକ ଏହି ଅପରାଧୀକୁ ପ୍ରଥମେ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । ପରେ ତାହାକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରାଯାଇଥିଲା । ତା’ ଘର ସୋନପୁର ଜିଲ୍ଲା ଗୋଧନେଶ୍ୱର ଗ୍ରାମରେ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version