ରାଜ୍ୟ

ବୋରିଗୁମ୍ମାର ୧୭ଟି ପଂଚାୟତରେ ଚାଷୀଙ୍କ ବିକ୍ଷୋଭ

Published

on

କୋରାପୁଟ ୧୩/୧୨ : ଚାଷୀଙ୍କ ଠାରୁ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ଗୁରୁବାର ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ ୧୭ଟି ପଂଚାୟତର କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ରାସ୍ତା ଅବରୋଧ କରିବା ଫଳରେ ୧୭ଟି ଯାକ ପଂଚାୟତରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏଫ୍ଏକ୍ୟୁ ମାନ ବାହାନାରେ ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣାଯାଉନଥିବା ଅଭିଯୋଗ କରି ଚାଷୀମାନେ ଏଭଳି ଆନ୍ଦୋଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version