ଅପରାଧ

ବୋହୂକୁ ବଳି

Published

on

ଚାନ୍ଦବାଲି ୨୪/୧ : ଚାନ୍ଦବାଲି ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବିବାହିତା ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଏହି ଯୁବତୀ ଜଣକ ହେଉଛନ୍ତି ବାଂଶଡ଼ା ଥାନା ଅନ୍ତର୍ଗତ ଖଦାଳପୋଖରୀ ଗ୍ରାମର ରଶ୍ମିତା ନାୟକ । ଆଜି ସକାଳୁ ଘର ଭିତରୁ ତାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର କରାଯାଇଛି । ଗତ ରାତିରେ ପୂଜାପାଠ ପରେ ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ସତ୍ୟାସତ୍ୟ ଅନୁସନ୍ଧାନ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version