ରାଜନୀତି

ଭଦ୍ରକରେ କଂଗ୍ରେସର ରେଳରୋକ : ଟ୍ରେନ ଚଳାଚଳ ବ୍ୟାହତ

Published

on

ଭଦ୍ରକ ୭/୧ : କେତେକ ଦାବି ନେଇ କଂଗ୍ରେସ ପକ୍ଷରୁ ଭଦ୍ରକରେ ସୋମବାର ରେଳରୋକ କରାଯାଇଛି । ଦଳର ନେତା ଓ କର୍ମୀମାନେ ତାରିଣୀ ଲେଭଲପ୍ରସିଂଙ୍ଗରେ ରେଳ ଲାଇନରେ ବସିରହି ଧାରଣା ଦେଇଥିଲେ । ଫଳରେ ଭଦ୍ରକର ଉଭୟ ପାଶ୍ୱର୍ରେ ଥିବା ଷ୍ଟେସନଗୁଡ଼ିକରେ ଅନେକ ଟ୍ରେନ୍ କେତେଘଣ୍ଟା ପାଇଁ ଅଟକି ରହିଥିଲା । ଚରମ୍ପାରେ ଫ୍ଲାଏଓଭର ନିର୍ମାଣ ଏବଂ ଭଦ୍ରକରେ ୫ଟି ସୁପରଫାଣ୍ଡ ଟ୍ରେନର ରହିଣି ଦାବିକରି କଂଗ୍ରେସ ଏହି ରେଳରୋକ କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version