ଅପରାଧ

ଭାଇ ତୀରରେ ଭାଇ ଗୁରୁତର

Published

on

କେନ୍ଦୁଝର ୩୧/୩ : ଭାଇର ତୀର ମାଡରେ ଭାଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ଦୁଡୁ ଗାଁରେ । ଏହି ଗ୍ରାମର ରାଜଶ୍ରୀ ବେହେରା ନାମକ ଜଣେ ଯୁବକ ମଦ୍ୟପାନ କରି ଭାଇ ମୁନା ବେହେରାକୁ ତୀର ମାଡ ମାରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version