ରାଜ୍ୟ

ଭାଙ୍ଗିଲା ବ୍ରହ୍ମଣୀ ପୋଲ ସ୍ଲାବ

Published

on

ରାଉଲକେଲା : ରାଉଲକେଲା ବ୍ରହ୍ମଣୀ ନଦୀ ପୋଲର ସ୍ଲାବ ଭାଙ୍ଗିପଡିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇବା ପରେ ରାଜପଥ କତ୍ତୃପକ୍ଷଙ୍କ ଦ୍ୱାରା ମରାମତି ଆରମ୍ଭ ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ ପ୍ରାୟ ୩ କିଲୋମିଟର ପରର୍ଯ୍ୟନ୍ତ ରାସ୍ତା ଜାମ ଥିଲା । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପୋଲର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version