ଅପରାଧ

ଭିଜିଲାନ୍ସ ଜାଲରେ ଏବିଇଓ

Published

on

ବାରିପଦା,୨୬/୦୨:ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ୍‌ର ଏବିଇଓ ବିପିନ୍‌ ବିହାରୀ ବାରିକଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ଗତକିଛି ବର୍ଷ ହେବ ବିପିନ କରଞ୍ଜିଆ ଏବଂ ତା’ର ଆଖପାଖ ଅଞ୍ଚଳରେ ଏବିଇଓ ଭାବେ କାର୍ଯ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version