ଅପରାଧ

ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂବୋର୍ଡ ଡେପୁଟି ମ୍ୟାନେଜର

Published

on

ଭୁବନେଶ୍ୱର ୨୨/୧୨ : ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୋଲିସ ହାଉସିଂ ବୋର୍ଡର ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏହି ଅଧିକାରୀଜଣକ ହେଉଛନ୍ତି ହାଉସିଂ ବୋର୍ଡର ଡେପୁଟି ମ୍ୟାନେଜର ମଙ୍ଗୁଳି ଚରଣ ବେହେରା । ଶନିବାର ସକାଳୁ ଭିଜିଲାନ୍ସ ଅଧିକାରୀମାନେ କଳାହାଣ୍ଡି ଓ ଭୁବନେଶ୍ୱର ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version