ଅପରାଧ

ଭିଜିଲାନ୍ସ ଜାଲରେ ହାଇସ୍କୁଲ ଶିକ୍ଷକ

Published

on

କେନ୍ଦ୍ରାପଡ଼ା ୨୧/୧୨ : କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ହାଇସ୍କୁଲ ଶିକ୍ଷକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହି ଶିକ୍ଷକଜଣକ ହେଉଛନ୍ତି ଜମପଡ଼ା ହାଇସ୍କୁଲର ରଞ୍ଜନ ନାୟକ । ଶୁକ୍ରବାର ସକାଳୁ ଭିଜିଲାନ୍ସର ଅଧିକାରୀମାନେ ରଞ୍ଜନ ନାୟକଙ୍କ କଳପଡ଼ାସ୍ଥିତ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version