ରାଜ୍ୟ

ଭିତରକନିକାକୁ ଆସିଛନ୍ତି ୭୪ ପ୍ରଜାତିର ପକ୍ଷୀ

Published

on

ପଟ୍ଟାମୁଣ୍ଡାଇ ୭/୧ : ଚଳିତବର୍ଷ ଭିତରକନିକାକୁ ୭୪ ପ୍ରଜାତିର ପକ୍ଷୀ ଆସିଛନ୍ତି । ସେମାନଙ୍କ ସଂଖ୍ୟା ମୋଟ ୧ ଲକ୍ଷ ୯ ହଜାର ୫୯ । ଗତକାଲି ଭିତରକନିକାରେ ପକ୍ଷୀଗଣନା ଶେଷ ହେବାପରେ ରାଜନଗର ବନଖଣ୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ପୂର୍ବବର୍ଷ ତୁଳନାରେ ଏ ବର୍ଷ ପକ୍ଷୀଙ୍କ ସଂଖ୍ୟା କମିଛି । ଗତବର୍ଷ ଭିତରକନିକାକୁ ୮୩ ପ୍ରଜାତିର ୧ ଲକ୍ଷ ୧୨ ହଜାର ୯୩୭ଟି ପକ୍ଷୀ ଆସିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version