ଅପରାଧ

ଭିଲିଲାନ୍ସ ଦ୍ୱାରା ଥାନା ଅଧିକାରୀ ଅଟକ

Published

on

ବାଲେଶ୍ୱର ୧୨/୧୨ : ଭିଜିଲାନ୍ସ କର୍ମଚାରୀମାନେ ଜଣେ ଥାନା ଅଧିକାରୀଙ୍କୁ ଅଟକ ରଖି ତାଙ୍କଠାରୁ ୭୩ ହଜାର ୫୦୦ ଟଙ୍କା ଜବତ କରିଛନ୍ତି । ଏହି ଥାନା ଅଧିକାରୀ ଜଣକ ହେଲେ ଭଣ୍ଡାରୀପୋଖରୀ ଥାନା ଆଇଆଇସି ଅମିତ୍ ବିଶ୍ୱାଳ । ସେ ତାଙ୍କ ଗାଡ଼ିରେ ଏହି ଟଙ୍କା ନେଇ ଯାଉଥିବାବେଳେ ସେରଗଡ଼ ଟୋଲ୍ଗେଟ୍ ନିକଟରେ ଭିଜିଲାନ୍ସର ଏକ ଟିମ୍ ତାଙ୍କ ଠାରୁ ଏହି ଟଙ୍କା ଜବତ କରିଥିଲା । ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଏବେ ପଚରାଉଚରା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version