ନୂଆଦିଲ୍ଲୀ ୭/୧୨ : ବିଶିଷ୍ଟ ଅର୍ଥନୀତିଜ୍ଞ ଭି କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ରୂପେ ନିଯୁକ୍ତି ଦିଆଯାଇଛି । ସେ ୩ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଜଣେ ଅର୍ଥନୀତି ବିଶାରଦ ଭାବେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ସୁନାମ ରହିଛି ।