ରାଜ୍ୟ

ଭୁବନେଶ୍ୱରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Published

on

ଭୁବନେଶ୍ୱର ୧୫/୧୨ : ଶନିବାର ସକାଳେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଥିଲା । ବିମାନ ଭିତରେ ହଠାତ୍ ଏକ ୪ ବର୍ଷର ଶିଶୁ ଅସୁସ୍ଥ ହୋଇପଡ଼ିବାରୁ ପାଇଲଟ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ଅନୁମତି ଦେବାପରେ ବିମାନଟି ଭୁବନେଶ୍ୱରରେ ଓହ୍ଲାଇଥିଲା । ଶିଶୁଟିର ପ୍ରାଥମିକ ଚିକିତ୍ସା ପରେ ଗୋ÷ହାଟିରୁ ଆସିଥିବା ଏହି ବିମାନଟି ତା’ର ଗନ୍ତବ୍ୟସ୍ଥଳ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version