ରାଜ୍ୟ

ଭୁବନେଶ୍ୱରରେ ଜନଜାତି ହାଟର ଶିଳାନ୍ୟାସ

Published

on

ଭୁବନେଶ୍ୱର ୧୯/୧୨ : ଭୁବନେଶ୍ୱରର ଆଦିବାସୀ ପଡ଼ିଆଠାରେ ଏକ ଜନଜାତି ହାଟ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଦୈନିକ ଏହି ହାଟ ବସିବ ଏବଂ ସେଥିରେ ଆଦିବାସୀ ସାମଗ୍ରୀଗୁଡ଼ିକ ବିକ୍ରି କରାଯିବ । ବୁଧବାର ଆଦିବାସୀ ପଡ଼ିଆରେ ସରଗିଫୁଲ ମହୋତ୍ସବ ଉଦ୍ଘାଟନ କରିବା ବେଳେ ମୁଖ୍ୟମନ୍ତ୍ରୀ ଏହି ହାଟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version