ରାଜ୍ୟ

ଭୁବନେଶ୍ୱର ବିମାନବନ୍ଦର ହେବ ତୃତୀୟ ଟର୍ମିନାଲ

Published

on

ଭୁବନେଶ୍ୱର ୩/୧୨ : ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମ୍ପ୍ରସାରଣ କରାଯିବ । ସୋମବାର ରାଜ୍ୟ ସରକାର ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଆସନ୍ତା ଜୁଲାଇଠାରୁ ବିମାନବନ୍ଦରର ତୃତୀୟ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ୯୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version