ଅପରାଧ

ଭୁଲ ପ୍ରମାଣପତ୍ର ଦେଇ ବ୍ୟାଙ୍କରୁ ଋଣ : ଶିକ୍ଷୟତ୍ରୀ ଗିରଫ

Published

on

କେନ୍ଦ୍ରାପଡ଼ା ୧୫ : ଋଣ ଠକେଇ ଅଭିଯୋଗରେ ଜଣେ ମହିଳା ଗିରଫ ହୋଇଛନ୍ତି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦ୍ରାପଡ଼ାରେ । ପାଟକୁରା ପତିସାହିର ଜଣେ ମହିଳାଙ୍କ ନାଁରେ ଋଣ ଠକେଇ ଅଭିଯୋଗ ଆସିଛି । ସେ ନକଲି ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ଦାସ ଭୁଲ ପ୍ରମାଣପତ୍ର ଦେଇ ବିଲହାଟ ବ୍ୟାଙ୍କରୁ ଟଙ୍କା ଋଣ ନେଇଥିଲେ ।ଏହି ଘଟଣା ପ୍ରଘଟ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଅଭିଯୁକ୍ତ ଅନ୍ନପୂର୍ଣ୍ଣା ଦାସଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version