ରାଜ୍ୟ

ଭୋଜି ଖାଇ ୧୦୦ ଅସୁସ୍ଥ

Published

on

ତେଲକୋଇ ୩/୨ : ତେଲକୋଇ ବାଂଶପାଳ ଅନ୍ତର୍ଗତ ଟୋଲ ଗାଁରେ ଭୋଜି ଖାଇ ପ୍ରାୟ ୧୦୦ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି । ଗତକାଲି ରାତିରେ ସେମାନେ ଏକ ଶୁଦ୍ଧିଘର ଭୋଜି ଖାଇବା ପରେ ସେମାନଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା । ଫଳରେ ସେମାନଙ୍କ ମଧ୍ୟରୁ ୮୦ ଜଣଙ୍କୁ ବାଂଶପାଳ ହସ୍ପିଟାଲରେ ଭତ୍ତି କରାଯାଇଛି । କେନ୍ଦୁଝରରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆସି ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version