ରାଜ୍ୟ

ଭୋଜି ଖାଇ ୧୬୦ରୁ ଅଧିକ ଲୋକ ଅସୁସ୍ଥ

Published

on

ବାଲେଶ୍ୱର ୧୭/୫ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ବିବାହ ଭୋଜି ଖାଜି ୧୬୦ରୁ ଅଧିକ ଲୋକ ଝାଡ଼ା ବାନ୍ତିରେ ଆକ୍ରନ୍ତ ହୋଇଛନ୍ତି । ଏପରିକି ଝାଡ଼ା-ବାନ୍ତିରେ ବର କନ୍ୟା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଖବର ପାଇ ଏକ ଡ଼ାକ୍ତରୀ ଟିମ୍ ଗାଁକୁ ଯାଇଁ ଅସ୍ଥାୟୀ ଶିବିର ଖୋଲି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଇଛନ୍ତି । ସେପଟେ ଏପର‌୍ୟ୍ୟନ୍ତ ଝାଡ଼ାବାନ୍ତିର କାରଣ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version