ରାଜ୍ୟ

ଭୟାବହ ଅଗ୍ନିକାଣ୍ଡ : ୫୦ ବଖରା ଭସ୍ମ

Published

on

ଅନୁଗୁଳ ୨୪/୩ : ଛେଣ୍ଡିପଦା ଥାନା ଅନ୍ତର୍ଗତ କମାର ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୦ ପରିବାରର ୫୦ରୁ ଅଧିକ ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛା ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆଜି ଅନୁଗୁଳର ଛେଣ୍ଡିପଦା କମାର ସାହିରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଘଟିଥିବା ଅଗ୍ନିକାଣ୍ଡରେ ୨୦ଟି ପରିବାରର ୫୦ରୁ ଅଧିକ ବଖରା ଜଳି ଛାରଖାର ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଛି । କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ଏପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଁଆକୁ ଆୟତ କରିବା ସହ ପୋଲିସକୁ ଖବର ଦେଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version