Nation

ମଧ୍ୟପ୍ରଦେଶ ବିଜେପିରେ କଣ ହେଉଛି?

Published

on

ଭୋପାଳ:ମଧ୍ୟପ୍ରଦେଶ ବିଜେପି ସଂଗଠନରେ କଣ ହେଉଛି?

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ କମିଟୀର ବୈଠକକୁ ଉଦଘାଟନ କରିବା ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କାର୍ଯ୍ୟକାରିଣୀରେ ଫେରବଦଲ କରିଛନ୍ତି। ତେବେ କକର୍ଯ୍ୟକରିଣୀ ତାଲିକା ଘୋଷଣା ସମସ୍ତଙ୍କୁ ଭାବିବାକୁ ଖୋରାକ ଯୋଗାଇ ଦେଇଛି।

କମିଟିରେ ଏଥର ଦୀପଙ୍କର ବାନାର୍ଜୀଙ୍କ ନାମ ନାହିଁ। ଦୀପଙ୍କର ଦୀର୍ଘ ବର୍ଷ ଧରି ଦଳର ରାଜ୍ୟ କାର୍ଯ୍ୟକରିଣୀରେ ସଦସ୍ୟ ରହି ଆସିଥିଲେ। ଦୀପଙ୍କରଙ୍କ ମା ଜୟଶ୍ରୀ ବନାର୍ଜୀ ମନ୍ତ୍ରୀ ଥିଲେ। ଦଳର ଏମପି ଥିଲେ ଏବଂ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାନାର୍ଜୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନିକଟ ସମ୍ପର୍କୀୟ।
ତେବେ ଏହି କାର୍ଯ୍ୟକାରିଣୀ ତାଲିକାରେ ରାଜ୍ୟ ସଭାପତି ଭି. ଡି. ଶର୍ମାଙ୍କ ଶାଶୁ କ୍ରାନ୍ତି ରାବତ ମିଶ୍ରଙ୍କର ନାମ ଅଛି। ମିଶ୍ରଙ୍କ ନାମ ଦଳରେ ବିଶେଷ ଜଣାଶୁଣା ନଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version