ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏକ ଅନୌପଚାରିକ ବୈଠକରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବଂ ସେମାନଙ୍କ ପରିବାରର କୁଶଳତା ସମ୍ପର୍କରେ ପଚାରି ବୁଝିଥିଲେ। ସେ ମଧ୍ୟ ସେମାନଙ୍କଠାରୁ ରାଜ୍ୟର ଭଲମନ୍ଦ କଥା ଜାଣିବାକୁ ଚାହିଁ ଥିଲେ।
ଏହି ଆଲୋଚନା ବେଳେ ତାଙ୍କର ସଚିବ (୫ଟି) ଭି. କେ. ପଣ୍ଡିଆନ ଉପସ୍ଥିତ ଥିଲେ।