ରାଜ୍ୟ

ମନ୍ଦିର ଆକାଉଣ୍ଟ ଉପରେ ସରକାରଙ୍କ ନଜର

Published

on

ଭୁବନେଶ୍ୱର : ରାଜ୍ୟରେ ଥିବା ଆକାଉଣ୍ଟ ଉପରେ ଏବେ ସରକାରଙ୍କ ନଜର ପଡିଛି । ଓଡିଶାରେ ଥିବା ମନ୍ଦିରଗୁଡିକର ଆକାଉଣ୍ଟ ଅଡିଟ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୬୧ଟି ମନ୍ଦିର ଆକାଉଣ୍ଟରେ ଅଡିଟ ହେବ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର ଓ ଶନିମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, କେନ୍ଦ୍ରାପଡ଼ାର ବଳଦେଜୀଉ, ଯାଜପୁରର ବିରଜା, ଭଦ୍ରକ ଆରଡ଼ି ଆଖଣ୍ଡଳମଣୀ ଓ ସମ୍ବଲପୁରର ସମଲେଇ ଆଦି ମନ୍ଦିର ଗୁଡ଼ିକର ଅଡିଟ୍ ହେବ । ପୂର୍ବରୁ ମନ୍ଦିର ପକ୍ଷରୁ ଅଡିଟ୍ କରାଯାଉଥିଲା । ଏବେ ରାଜ୍ୟ ସରକାର ତାହାକୁ ଅଡିଟ୍ କରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version