ରାଜ୍ୟ

ମହାବାତ୍ୟା ଅମ୍ଫାନ ମାଡରେ ବିଶାଳକାୟ ତିମି ମାଛର ମୃତ୍ୟୁ

Published

on

ଡ଼ଲଫିନ ପ୍ରଧାନ
କେନ୍ଦ୍ରାପଡ଼ା: ମହାବାତ୍ୟା ଅମ୍ଫାନ ର ପ୍ରକୋପ ରେ କେନ୍ଦ୍ରାପଡ଼ା ଜିଲ୍ଲା ଅଗ୍ରାନାଶି ଅଂଚଳରେ ଏକ ବିଶାଳକାୟ ତିମିର ମୁତ୍ଯୁ ହୋଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ତିମିର ମାଛଟିର ଦ୍ରୌଘ୍ୟ 40 ଫୁଟ ଏବଂ ଉଚ୍ଚତା ୨୦ ଫୁଟ ବୋଲି ଜଣା ଯାଇଛି।

ଅଜି ସକାଳେ ତିମି ମାଛଟି ଜିଲ୍ଲାର ଅଗରନସି ଉପକୂଳରେ ମାରି ଭାସୁଥିବାର ଦେଖା ଯାଇଥିଲା।

ମାଛଟି ଗତ 2୦ ମେ ରେ ଆସିଥିବା ମହାବାତ୍ୟା ଅମ୍ପନରେ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି। ତେବେ ବନ ବିଭାଗ ପକ୍ଷରୁ ଏହାର ଅଧିକ ତଦନ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version