ରାଜ୍ୟ

ମହାମାରୀ ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ଚାଲିବ ସକଳୁଆ ଅଫିସ

Published

on

ଭୁବନେଶ୍ୱର: କରୋନା ମହାମାରୀ ସତ୍ୱେ ପଶ୍ଚିମ ଓଡ଼ିଶାରେ ଚାଲିବ ସକଳୁଆ ଅଫିସ ।
ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହପାତ୍ର ସୋମବାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏ ସମର୍କରେ ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ରାଜ୍ୟ ଗୃହ ବିଭାଗର 2005 ମସିହା ସାରକୁଲର ଅନୁଯାଇ ରାଜ୍ୟର କଟକ,ପୁରୀ,ଛତ୍ରପୁର,ବ୍ରହ୍ମପୁର,କୋରାପୁଟ ଆଦି ସ୍ଥାନକୁ ଛାଡି ଦେଲେ ଅନ୍ୟ ସବୁ ସ୍ଥାନରେ ଏପ୍ରିଲ 10ରୁ ଜୁନ 15 ପର୍ଯ୍ୟନ୍ତ ସକଳୁଆ ଅଫିସ ପୂର୍ବ ବର୍ଷ ଭଳି ଏ ବର୍ଷ ଚାଲୁ ରହିବ । ଅଫିସ ସକାଳ 7ଟା ରୁ ଅପରାହ୍ନ 1 ପର୍ଯ୍ୟନ୍ତ ବିନା ଲାଞ୍ଚ ବ୍ରେକରେ ଚାଲିବ ।
କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ଅଫିସ ପରିଚାଳନାରେ କେତକ ପରିବର୍ତ୍ତନକୁ ନେଇ ସକଳୁଆ ଅଫିସକୁ ନେଇ କେତକ ଦ୍ଵନ୍ଦ ରହିଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version